Mitali Apaa (2021) Odia Full Movies Download
Title: Mitali Apa
Rabindranath Panda's new movie 'Mitali Apa' is now gearing up for release. Corona cuts. If it is removed, it will come to the theater. It will have two heroines to watch. Mitali is in the role of an unsung hero in Apa, who has already been. Viewers are watching Oriya films like "Bhairab" and "Nayakar Naa Devdas". It features Sonam Das and Mahi Maa in the female lead.
Sonam will be seen in the role of a village girl in ‘Mitali Apa’. This is his first movie. Sonam is excited about her character in the film. Sonam is very happy before it is released.
Your own on social media. He is a big fan of bold photos. Let's see him in 'Mitali Apa'. How much do you like it? Notably, the previous title of the new Oriya movie ‘Mitali Apa’ was ‘Who will be my heroine’. Sritam Das got the title role in it. In the movie, the audience will see him not as a villain, but as a protagonist. It stars actor Pintu Nand in a negative role. In it, Bidusmita's brother becomes Pintu. The newcomer is the director of Prasant Lenka ‘Mitali apa’. Dr. Rajiniranjan writes the dialogue. Agni Raj is its music director.
Title : ମିତାଲି ଅପା
🔸🔹🔸🔹🔸🔹🔸🔹🔸🔸🔹🔸🔹🔸🔹🔸
ଓଲିଉଡର ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ରନାଥ ପଣ୍ଡାଙ୍କ ନୂଆ ସିନେମା ‘ମିତାଲି ଅପା' ଏବେ ରିଲିଜ୍ ଲାଗି ସଜବାଜ ହେଉଛି । କରୋନା କଟକଣା । ହଟିଲେ ଏହା ପ୍ରେକ୍ଷାଳୟକୁ ଆସିବ । ଏଥିରେ ଦୁଇଜଣ ନାୟିକାଙ୍କୁ ଦେଖବାକୁ, ମିଳିବ । ମିତାଲି ଅପା’ରେ ଅସିତ୍ର ନାୟକ ଭୂମିକାରେ ଅଛନ୍ତି, ଯାହାଙ୍କୁ ଆଗରୁ। “ଭୈରବ' ଓ “ନାୟକର ନାଆଁ ଦେବଦାସ' ଭଳି ଓଡ଼ିଆ ଛବିରେ ଦେଖୁଛନ୍ତି ଦର୍ଶକ । ଏଥିରେ ସୋନମ୍ ଦାଶ ଓ ମହି ମା ଫିମେଲ ଲିଡରେ ଅଛନ୍ତି । ‘ମିତାଲି ଅପା’ରେ ସୋନମଙ୍କୁ, ଜଣେ ଗାଉଁଲି ଯୁବତୀ ଭୂମିକାରେ ଦେଖୁବାକୁ ମିଳିବ । ଏହା ତାଙ୍କର ପ୍ରଥମ ସିନେମା। ଏହି ଫିଲ୍ମ ରେ ନିଜର ଚରିତ୍ରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ସୋନମ୍ । ଏହା ରିଲିଜ୍ ହେବା ପୂର୍ବରୁ ସୋନମ୍ ଖୁବ୍ ଚର୍ଚ୍ଚରେ ରହିଛନ୍ତି ।
ସୋସିଆଲ ମିଡ଼ିଆରେ ନିଜର । ବୋଲ୍ଡ ଫଟୋ ଲାଗି ବେଶ ଚର୍ଚ୍ଚ ସାଉଁଟୁଛନ୍ତି ସେ । ଦେଖାଯାଉ ‘ମିତାଲି ଅପା’ରେ ତାଙ୍କୁ ଦର୍ଶକ । କେତେ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ, ନୂଆ ଓଡ଼ିଆ ସିନେମା “ମିତାଲି ଅପା’ର ପୂର୍ବ ଟାଇଟଲ ଥିଲା ‘କିଏ ହେବ ମୋ' ହିରୋଇନ' । ଏଥିରେ ଟାଇଟଲ୍ ଭୂମିକ ମିଳିଛି ଶ୍ରୀତମ୍ ଦାସଙ୍କୁ । ଏହି । ସିନେମାରେ ତାଙ୍କୁ ଦର୍ଶକ ଖଳନାୟକ ନୁହେଁ, ବରଂ ନାୟକ ଚରିତ୍ରରେ ଦେଖିବାକୁ ପାଇବେ । ଏଥିରେ ଅଭିନେତା ପିଣ୍ଟୁ ନନ୍ଦ ଅଛନ୍ତି ନେଗେଟିଭ ରୋଲରେ । ଏଥିରେ ବିଦୁସ୍ମିତାଙ୍କ ଭାଇ ବନିଛନ୍ତି ପିଣ୍ଟୁ । ନବାଗତ ପ୍ରଶାନ୍ତ ଲେଙ୍କ ‘ମିତାଲି ଅପ’ର ନିର୍ଦ୍ଦେଶକ । ଡ଼ ରଜନୀରଂଜନ ଏହାର ସଂଳାପ ଲେଖୁଛନ୍ତି । ଅଗ୍ନି ରାଜ ଏହାର ସଙ୍ଗୀତ ନିର୍ଦ୍ଦେଶକ ।