Katak Weds Sambalpur (2021) Odia Full Movies Download
Katak Weds Sambalpur (2021) Odia Full Movie Reviews :
The popular ollywood hero will once again meet up with one of his old partners. The heroine in question is Sasmita, who is in the movie 'Happy Lucky'. Debuted in ollywood. This is the first time I've seen it. Sambit-Sasmita pair.
Sponsored by Tarang Cine Productions and directed by Sudhishu Mohan Sahu, the film stars Jyoti in addition to Sambit-Sasmita. And Elena was in the lead role. Now the couple is working on a new movie. The title of the movie was 'Cuttack Wens Sambalpur'. Tamanna and Ramesh Barik are the sponsors. It is said to be a love story of a different taste. Informatively, Sambit has never stopped after starting his career from the film ‘prem weds priya’.
Some of Sambit's other movies have been released. Waiting. These are 'Jouthi thile bi tu mora', 'Bajibalo sahanai' and 'Biswanath'. Srikkanth Gautam's "Jouthi thilebi Tu mora" will star Riya and Aryan Kumar in the lead roles. Biswanath is in the lead role. Sait is with Jhilik in ‘Bajiba lo sahanai’. . Deepak has shared the screen with Sasmita for the first time in a film titled Tu Dhadkanare Tu '.
Katak Weds Sambalpur (2021) Odia Full Movie Reviews :
Title : କଟକ ୱେନ୍ସ ସମ୍ବଲପୁର
🔸🔹🔸🔹🔸🔸🔹🔸🔹🔸🔸🔸🔹🔸🔹🔸
ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତ ପୁଣିଥରେ ତାଙ୍କର ଜଣେ ପୁରୁଣା ପାର୍ଟନରଙ୍କ ସହ ଦେଖା ଦେବେ । ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ ସସ୍ମିତା, ଯିଏ କି ‘ହାପି ଲକି' ସିନେମା ଜରିଆରେ । ଓଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ପ୍ରଥମ ଥର ନଜର ଆସିଥିଲେ । ସମ୍ବିତ-ସସ୍ମିତା ଯୋଡ଼ି । ତରଙ୍ଗ ସିନେ ପ୍ରଡ଼କ୍ସନ୍ତି ପ୍ରଯୋଜିତ ତଥା ସୁଧୀଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସମ୍ବିତ-ସସ୍ମିତାଙ୍କ ବ୍ୟତୀତ ଜ୍ୟୋତି । ଓ ଏଲିନା ଲିଡ୍ ରୋଲରେ ଥିଲେ । ଏବେ ପୁଣି ଏହି ଯୋଡ଼ି ଏକ ନୂଆ ସିନେମାରେ କାମ କରୁଛନ୍ତି । ଏହି ସିନେମାର ଟାଇଟଲ୍ ହେଲା ‘କଟକ ୱେନ୍ସ ସମ୍ବଲପୁର' । କେ ତମନ୍ନା ଓ ରମେଶ ବାରିକ ଏହାର ପ୍ରଯୋଜକ । ଏହା ଏକ ଭିନ୍ନ ସ୍ଵାଦର ପ୍ରେମ କାହାଣୀ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ସମ୍ବିତ୍ ‘ପ୍ରେମ ୱେନ୍ସ ପ୍ରିୟା’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିବା ପରେ କେବେ ବି ଅଟକି ନାହାନ୍ତି ।
ସମ୍ବିତଙ୍କର ଅନ୍ୟ କେତେକ ସିନେମା ରିଲିଜ୍ । ଅପେକ୍ଷାରେ ରହିଛି । ଏଗୁଡ଼ିକ ହେଲା ‘ଯୋଉଠି ଥିଲେ ବି ତୁ ମୋର', ‘ବାଜିବ ଲୋ ସାହାନାଇ' ଓ “ବିଶ୍ଵନାଥ'। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ “ଯୋଉଠି ଥିଲେ ବି ତୁ ମୋର’ରେ ରୀୟା ଓ ଆର୍ଯ୍ୟନ କୁମାରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ସମ୍ବିତ। ‘ବିଶ୍ଵନାଥ’ରେ ଅଛନ୍ତି ସମ୍ଭାବନା ନାୟିକା ଭୂମିକାରେ । ‘ବାଜିବ ଲୋ ସାହାନାଇ’ରେ ଝିଲିକଙ୍କ ସହ ଅଛନ୍ତି ସୟିତ । । ଏଣେ ଧଡ଼କନରେ ତୁ' ଶୀର୍ଷକ ଏକ ଫିଲ୍ମରେ ଦୀପକ ପ୍ରଥମ ଥର ପାଇଁ ନାୟିକା ଭାବେ ସସ୍ମିତାଙ୍କ ସହିତ ସ୍କ୍ରିନ୍ ସେଆର କରିଛନ୍ତି ।
Movies Release Date, Cast and Other Information
- Movie: Katak Weds Sambalpur
- Language: Odia
- Duration: 2 hr 35 min
- Release Date: 2021
- Cast: Damnit,Sasmita......
- Director: Sudhishu Mohan Sahoo
How To Download Katak Weds Sambalpur (2021) Odia Movies
Katak Weds Sambalpur (2021) odia Movies will tell you ways to download. I am telling you a telegram channel name in which you can easily download Katak Weds Sambalpur . The name of that telegram channel is NTb Odia ( NTB ଓଡ଼ିଆ ). You can also download the Movies at click here to download button.